୨୦୨୪ ରେ ଓଡ଼ିଶାରେ କ୍ଷମତା ଦଖଲ କରିବ ବିଜେପି

ଆସିବ ଡବଲ ଇଞ୍ଜିନ ସରକାର ୨୦24ରେ ନିଶ୍ଚିତ ଭାବେ ଓଡ଼ିଶାରେ ପରିବର୍ତ୍ତନ ହେବ।

ଆଜି ଏଭଳି କିଛି ସ୍ପଷ୍ଟ କହିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର।

ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷ ଦିବସ ଆଜି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଟ୍ରେନିଂ ଅଛି।

ପ୍ରଶିକ୍ଷଣ ଶିବିର ଅବସରରେ ସେ କହିଛନ୍ତି, ୨୦୨୪ ମିଶନ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇ ସାରିଛି ଦଳ ଗତ ପଂଚାୟତ ନିର୍ବାଚନ ରେ ୭୦ଲକ୍ଷ ଭୋଟ ପାଇଛି ଏହା ଦେଖିଲେ ଲାଗୁଚି ରାଜ୍ୟ ରେ ଭାଜପା ବୃଦ୍ଧି ପାଉଛି 2024ନିର୍ବାଚନ ରେ ଦଳ ଆହୁରି ସୁଦୃଢ ହବାନେଇ କହିଛନ୍ତି ।

ଲୋକଙ୍କ ପାଖରେ ବିଜେପିର ସେବା ପହଞ୍ଚାଇବା ପାଇଁ ପୁରୀରେ ରାଜ୍ୟର ନେତା ଓ ଆଂଚଳିକ କର୍ମୀଙ୍କୁ ଟ୍ରେନିଂ ଦେଉଛନ୍ତି ବରିଷ୍ଠ ନେତା ।

ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବେ। ଭୁବନେଶ୍ୱରରେ ତାଙ୍କ କାର୍ଯ୍ୟକ୍ରମ

Leave A Reply

Your email address will not be published.