ରାଜସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି, ସବୁ ଅନୁମାନ ଆକଳନକୁ ଭୂଲ ପ୍ରମାଣିତ କରି ଦଳ ପକ୍ଷରୁ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି ନବୀନ ପଟ୍ଟନାୟକ ! ଏଥିପାଇଁ ପୂର୍ବରୁ ଆଦିବାସୀ ପ୍ରାର୍ଥୀ ଭାବେ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ, ମହିଳା ପ୍ରାର୍ଥୀ ଭାବେ ଶ୍ରୀମୟୀ ମିଶ୍ର ଓ ସୁସ୍ମିତା ବାଗଚୀ, ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀ ଓ ରମେଶଚନ୍ଦ୍ର ଚ୍ଯାଉପଟ୍ଟନାୟକ ଇତ୍ୟାଦିଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା ।