ବାଲେଶ୍ୱର ଏମଏଲଏଙ୍କୁ ୧ ହଜାର ଟଙ୍କା ଫାଇନ

ହେଲମେଟ ନପିନ୍ଧି ମୋଟର ସାଇକେଲ ଚଲାଉଥିବା ହେତୁ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କୁ ଆଜି ହଜାର ତଣ୍ଡ ଗଣିବାକୁ ପଡିଛି !

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପଛରେ ବସାଇ ମୋଟର ସାଇକେଲରେ ଯାଉଥିବା ବେଳେ ସହରର ହେମାପଡା

ଛକଠାରେ ଶ୍ରୀ ଦାସଙ୍କୁ ପୋଲିସ ଅଟକାଇ ଚାଲାଣ କାଟିଛି !

ଘଟଣା ଘଟିଛି ଆଜି ସକାଳ ୮୩୫ ସମୟରେ ।

ଏହାକୁ ନେଇ ସାରା ସହରରେ କୌତୁହଳର ଗୁଞ୍ଜରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.