ଭିଜିଲାନ୍ସ ଜାଲରେ ଧରାପଡିଲେ ସହକାରୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନ ଓ ନିମାପଡା ସମେତ ଢେଙ୍କାନାଳ ସହରର ୪ଟି ଜାଗା ଓ ତାଙ୍କ ପୈତୃକ ଗାଁ ଢେଙ୍କାନାଳର ଗୁଣଦେଈରେ ଚଢ଼ାଉ କରି ଛାନଭିନ ଚଳାଇଛି ଭିଜିଲାନ୍ସର ୫ ଜଣିଆ ଟିମ । ଭୁବନେଶ୍ୱରରେ ୭ଟି ପ୍ଲଟ ଓ ଢେଙ୍କାନାଳରେ ୨୧ ଟି ପ୍ଲଟ ବ୍ଯତିତ ଶ୍ରୀ ଦେହୁରୀଙ୍କର ମୋଟ ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଧରା ପଡିଛି ।

Leave A Reply

Your email address will not be published.