ଆରିୟାନା ଖାଁନ୍‌ ନିର୍ଦୋଷ : ଏନସିବି

ବଲିଉଡ ସିନେମା ଜଗତର ସୁପରଷ୍ଟାର ଶାହାରୁଖ୍ ଖାଁନ୍‌ଙ୍କ ପୁତ୍ର ଆରିୟାନା ଖାଁନ୍‌ ବହୁ ଚର୍ଚ୍ଚିତ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ନଥିଲେ ବୋଲି କହିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ବରିଷ୍ଠ ଅଧିକାରୀ ସଞ୍ଜୟ କୁମାର ସିଂହ ।

ଗତ ବର୍ଷ ଅକ୍ଟୋବର 2 ତାରିଖରେ କଡେ଼ଲିଆ କ୍ର୍ଯୁଜ୍ ଏମପ୍ରେସ ଜାହାଜରେ ଚାଲୁଥିବା ଏକ ଆମୋଦ ପାର୍ଟି ଉପରେ ଚଢାଉ କରି ଏନବିସି ଆରିୟାନା ଖାଁନ୍‌ଙ୍କ ସମେତ ଅନ୍ୟ 7ଜଣଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା ।

ଘଟଣାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚାର ଲହର ଖେଳିଯାଇଥିବା ବେଳେ ଶ୍ରୀ ସିଂହଙ୍କ ବୟାନ ସତ୍ୟ ଉପରୁ ପରଦା ଉଠାଇ ଦେଇଛି |

Leave A Reply

Your email address will not be published.