ବ୍ରଜରାଜନଗରରେ ବିଜେଡିର ବିପୁଳ ବିଜୟ : କଂଗ୍ରେସ ରନର୍ସ ଅପ

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି 65 ହଜାରରୁ ଅଧିକ ଭୋଟ୍ରେ ବିଜୟିନୀ ହୋଇଛନ୍ତି । କଂଗ୍ରେସର କିଶୋର ପଟେଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ନିର୍ବାଚନ ବିଜୟ ପାଇଁ ଅଳକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତୁଳନୀୟ ଲୋକପ୍ରିୟତାକୁ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.