ମୃତ୨୦୧୨-୧୩ରୁ ୨୦୨୧-୨୨ ବର୍ଷ ମଧ୍ୟରେ ରାଜ୍ୟରେ ୬ ମହାବଳ ବାଘ(ରୟାଲ ବେଙ୍ଗଲ ଟାଇଗର) ଓ ୪୯ ଚିତାବାଘ ମୃତ୍ୟୁ ମୁଖରେ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୩ ମହାବଳ ବାଘ ଓ ୨୬ ଚିତାବାଘ ଶିକାରୀମାନଙ୍କ ଦ୍ଵାରା ହତ୍ୟାର ଶୀକାର ହୋଇଛନ୍ତି।
ସରକାର ବ୍ଯାଘ୍ର ସୁରକ୍ଷା ପାଇଁ ଦୁଇଟି ପ୍ରକଳ୍ପ ଆରମ୍ଭ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ