ମାଟ୍ରିକ ପାଶ ପିଲାଙ୍କ ସୁବିଧା ପାଇଁ + ୨ ସିଟ ବଢିବ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାଶହାର ବହୁତ ଅଧିକ ହୋଇଥିବା ଦୃଷ୍ଟିରୁ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଯେପରି ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହେବେନାହିଁ, ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡିକରେ +୨ ସିଟ ବଢାଯିବ ବୋଲି ଆଜି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏବର୍ଷ ୯୪.୧୯ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକ ପାଶ କରିଛନ୍ତି, ଗତବର୍ଷ ଏହି ହାର ୯୦.୫୫ % ଥିଲା।

Leave A Reply

Your email address will not be published.