ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ୨ ବାଳକ ମୃତ

ମାଲକାନଗିରି କାଲିମେଳା ଥାନା ଅନ୍ତର୍ଗତ ଉନ୍ଦୁରକୁଣ୍ଡା ଗ୍ରାମର ୨ ବାଳକ ଚନ୍ଦନ ମାଡିଆମି ଓ ମଙ୍ଗା ମାଡି ଗଛରେ ଚଢି ଖେଳୁଥିବା ସମୟରେ ଗଛ ଉପର ଦେଇ ଯାଇଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡିଛନ୍ତି । ସେମାନଙ୍କୁ ତୁରନ୍ତ କାଲିମେଳା ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.