ଆକସନ ମୋଡରେ ନବୀନ : ୪ ଅଫିସରଙ୍କ ଚାକିରୀ ଖାଇଲେ, ୬ ଜଣଙ୍କ ପେନସନ ବନ୍ଦକଲେ

ଦୁର୍ନୀତିଗ୍ରସ୍ତ, ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଓ ମୋ ସରକାର ରିପୋର୍ଟ ଭିତ୍ତିରେ ୧୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୬ ଜଣଙ୍କ ପେନସନ୍ ବନ୍ଦ କରିଦିଆଯାଇଛି। ଏହିସବୁ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ୧ ଅଧିକ୍ଷଣ ଯନ୍ତ୍ରୀ, ୨ ସହକାରୀ ଯନ୍ତ୍ରୀ, ୧ ଡିଏସପି, ୨ ସିଡିପିଓ ଓ ୧ ରେଞ୍ଜର !!

Leave A Reply

Your email address will not be published.