ଚଳିତ ମାସରେ ଲଗାତାର ୨ୟ ଥର ପାଇଁ ଭାରତରେ ପୁଣି ବନ୍ଦ ହେଲା ପାକିସ୍ତାନ ସରକାରଙ୍କର ଟ୍ବିଟର ଆକାଉଣ୍ଟ।
ବାରମ୍ବାର ଗାଇଡଲାଇନ ନମାନି ଦେଶ ବିରୋଧୀ ଟ୍ବିଟ କରିଥିବାରୁ ଭାରତ ସରକାରଙ୍କ ଦ୍ୱାରା ଏହି ନିଷ୍ପତି ନିଆଯାଇଛି।
ଟ୍ବିଟର ମାଇକ୍ରୋବ୍ଲଗିଙ୍ଗ ସାଇଟ ପାକିସ୍ତାନର ଅନେକ ୟୁଜରର ଆକାଉଣ୍ଟ ବନ୍ଦ କରିଦେଇଥିଲା ।
ପୂର୍ବରୁ ୫୫ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଜାତୀୟ ବିରୋଧୀ ମନ୍ତବ୍ୟ ଥିବା କେତେକ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା।
ଯାହାକୁ ନେଇ ପାକିସ୍ତାନ ସରକାର ଭାରତ ବିରୋଧୀ ଆନ୍ଦେଳନ କରିଥିଲେ। ବାରମ୍ବାର କହିବାଦ୍ୱାରା ନଚେତିବା
ସ୍ଵତେ ପୁଣିଥରେ ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟକୁ ବନ୍ଦ କରିଛି ଭାରତ।
ଯାହାଦ୍ୱାରା ପାକିସ୍ତାନର ଟ୍ବିଟ ଭାରତୀୟଙ୍କ ନଜର ରେ ଆସିପାରିବ ନାହିଁ।