ଦେଶର ଅନ୍ୟ ରାଜ୍ୟଗୁଡିକ ଭଳି ଓଡ଼ିଶାରେ ମଧ୍ୟ କୋଭିଡ ସଂକ୍ରମଣ ବଢୁଛି ବୋଲି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୪୮୯ ଜଣ ବ୍ଯକ୍ତି କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬୯୭ରେ ପହଞ୍ଚିଛି ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।