ଯୋଗ ଗୁରୁ ରାମଦେବ ବାବା କହିଛନ୍ତି ଆଗାମୀ ୫ ବର୍ଷ ଭିତରେ ୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଇବେ ଏ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ସେ କହିଛନ୍ତି ଆମେ ପ୍ରାୟ ଏକ ଲକ୍ଷ ବିଦ୍ୟାଳୟକୁ ଭାରତୀୟ ଶିକ୍ଷା ବୋର୍ଡ ସହିତ ଯୋଡିବାକୁ ଯାଉଛୁ।
ଯାହା ଫଳରେ ଶିକ୍ଷା କ୍ଷେତ୍ରରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ।
ଚିକିତ୍ସା କ୍ଷେତ୍ରରେ, ପ୍ରଥମେ ପତଞ୍ଜଳି ୱେଲନେସର ଏକ ହଜାର ଆଇପିଡି-ଓପିଡି ତାପରେ ପାଞ୍ଚ ଦଶ ହଜାର ଏବଂ ଏକ ଲକ୍ଷ ପତଞ୍ଜଳି ୱେଲନେସ ସେଣ୍ଟର ଦେଶ ତଥାେ ବିଦେଶ ରେ ପ୍ରତିଷ୍ଠା ହେବ ।
ବାବା କହିଛନ୍ତି ଯେ ଆଗାମୀ ସମୟରେ ସେ ଚାରୋଟି କ୍ଷେତ୍ରରେ କାମ କରିବେ।
ସେ ହଉଚି ପତଞ୍ଜଳି ପତଞ୍ଜଳି ୱେଲନେସ, ପତଞ୍ଜଳି ଜୀବନ ଶୈଳୀ,ପତଞ୍ଜଳି ଆୟୁର୍ବେଦ ଏବଂ ପତଞ୍ଜଳି ମେଡ଼ିସିନ