କଂଗ୍ରେସ ଅଧ୍ୟକ୍ଷା କରୋନା ପଜିଟିଭି ଚିହ୍ନଟ ହେବାର ଦୁଇଦିନ ପରେ ଆଜି ପ୍ରିୟଙ୍କା ଗାନ୍ଧୀ ମଧ୍ୟ କରୋନା ଭୁତାଣୁ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସମସ୍ତେ ନିଜର ସ୍ୱାବ ଟେଷ୍ଟ କରାଇ ନେବାକୁ କହିଛନ୍ତି ପ୍ରିୟଙ୍କା ।