କେନ୍ଦ୍ର ସରକାର ପୁରସ୍କୃତ କରୁଛି ଚୀନକୁ

ଚୀନ ଆମକୁ ନାଲିଆଖି ଦେଖାଉଛି। ସୀମାରେ ଧସେଇ ପଶି ଆକ୍ରମଣ କରୁଛି, ଆମର ସୈନିକମାନେ ଲାଲସେନାକୁ ସାହସର ସହ ସାମନା କରୁଛନ୍ତି – ଆହତ ହେଉଛନ୍ତି ଓ ପ୍ରାଣବଳି ମଧ୍ୟ ଦେଉଛନ୍ତି। ମାତ୍ର ଆମେ ଚୀନରୁ ଆଧକରୁ ଅଧିକ ସାମଗ୍ରୀ ଆମଦାନୀ କରି ତାକୁ ଲାଭ ପହଞ୍ଚାଉଛେ। 2020-21 ରେ ଆମେ ଚୀନରୁ ୬୫ ବିଲିଅନ ଡଲାର ଅର୍ଥାତ ୫.୨୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରିଛେ, ପରବର୍ଷ ଏହା ବୃଦ୍ଧି ପାଇ ୯୬ ବିଲିଅନ ଡଲାର ଅର୍ଥାତ ୭.୫ ଲକ୍ଷ କୋଟି ଟଙ୍କା ହୋଇଛି। ଆମେ ଏପରି କାହିଁକି କରୁଛେ ବୋଲି ଗତକାଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲ !

Leave A Reply

Your email address will not be published.