ଚୌତାଲାଙ୍କୁ ୪ବର୍ଷ ଜେଲ, ୫୦ ଲକ୍ଷ ଜରିମାନା

ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କୁ ୪ବର୍ଷ ଜେଲ ଓ ୫୦ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି ସ୍ଵତନ୍ତ୍ର ସିବିଆଇ କୋର୍ଟ।

ବେଆଇନ ଭାବେ ସମ୍ପତ୍ତି ଆହରଣ ଅଭିଯୋଗର ବିଚାର କରି ଏଭଳି କଠୋର ଦଣ୍ଡ ଦେଇଛନ୍ତି ସ୍ଵତନ୍ତ୍ର କୋର୍ଟ, ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ଚୌତାଲାଙ୍କ ସମ୍ପତ୍ତିଗୁଡିକୁ ବ୍ଯାଜାପ୍ତ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.