ପ୍ରଫେଟ ମହମ୍ମଦଙ୍କୁ ତାଚ୍ଛଲ୍ଯ କରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଦେଇଥିବା ବିବାଦୀୟ ବୟାନକୁ ନେଇ ବିବାଦ ଥମୁ ନଥିବା ବେଳେ ଶର୍ମାଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସର ସାଇବର ସେଲ !
ସେମାନେ ହେଲେ ଦିଲ୍ଲୀ ବିଜେପିର ପୂର୍ବ ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲ ଓ ଶାଦାବ ଚୌହାନ, ସବା ନକବୀ, ମୌଲାନା ମୁଫତି ନଦୀମ, ଅବଦୁଲ ରହମାନ, ଗୁଲଜାର ଅନସାରୀ, ଅନିଲ କୁମାର ମିଣା ଏବଂ ପୂଜା ଶକୁନ।