ଏଏସ୍‌ସିଓ ସମ୍ମିଳନୀ: ସମରକନ୍ଦ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦୀ : ଏହି ଗ୍ରସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି

ନୂଆଦିଲ୍ଲୀ : ଶାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମିଳନୀ ରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନ ପହଂଚିଛନ୍ତି ।

ସେଠାରେ ପହଂଚିବା ପରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଅଛି।

ପ୍ରଧାନମନ୍ତ୍ରୀ ଏହି ଗ୍ରସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ଏଥି ସହିତ ସେ ଉଜବେକିସ୍ତାନର ରାଷ୍ଟ୍ରପତି ଏବଂ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ଅନ୍ୟ ନେତାଙ୍କ ସହିତ ଦ୍ୱିପାକ୍ଷୀକ ବୈଠକ କରିବେ।

ଏହି ଗ୍ରସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ସେ ଉଜବେକିସ୍ତାନ ର ରାଷ୍ଟ୍ରପତି ମିଃର୍ଜିୟୋୟେବ ଙ୍କ ନିମନ୍ତ୍ରଣରେ ସମରକନ୍ଦର ଗ୍ରସ୍ତରେ ଅଛି।

ଏଏସିଓ ସମ୍ମିଳନୀରେ ସାମୟିକ, ଆଂଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ ଉତ୍ସାହିତ ଅଛି ।

ଏଥିସହିତ ଚୀନ ର ରାଷ୍ଟ୍ରପତି ଶୀ ଜିନପିଙ୍ଗଙ୍କ ସହିତ ଦ୍ୱିପାକ୍ଷୀକ ଆଲୋଚନା କରିପାରନ୍ତି

Leave A Reply

Your email address will not be published.