ସେନା ଟ୍ରକରେ ଲାଗିଲା ନିଆଁ : ଅନେକଙ୍କ ଜୀବନହାନି ଆଶଙ୍କା

ଭାରତୀୟ ସେନାବାହିନୀର ଏକ ଟ୍ରକରେ ଆଜି ନିଆଁ ଲାଗି ଅନେକଙ୍କ ଜୀବନ ହାନି ଘଟିଥିବା ଖବର ମିଳିଛି । ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଏପରି ଏକ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ସମ୍ପୂର୍ଣ୍ଣ ବିବରଣୀ ମିଳିବା ପରେ କ୍ଷୟକ୍ଷତି ସମ୍ପର୍କରେ ଜଣା ପଡିବ ବୋଲି କୁହାଯାଇଛି ।

Leave A Reply

Your email address will not be published.