ପୁଣି ଚୀନରେ କରୋନା ଆତଙ୍କ : ବେଜିଂରେ ଥମୁନାହିଁ ସଂକ୍ରମଣ

ଚୀନରେ କରୋନା ସଂକ୍ରମଣ ଆତଙ୍କଜନକ ଭାବେ ବଢିବାରେ ଲାଗିଛି ।

୨ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜଧାନୀ ବେଜିଂରେ ସ୍ଥିତି ନିୟନ୍ତ୍ରଣାଧୀନ ନାହିଁ।

ହୋଟେଲ ଓ ରେଷ୍ଟୁରାଂଟଗୁଡ଼ିକ ସମେତ ସବୁ ଦୋକାନ ବଜାର ବନ୍ଦ ରହିଛି।

ସରକାର ଅଧିକରୁ ଅଧିକ କୋଭିଡ ପରୀକ୍ଷା କେନ୍ଦ୍ର, ଆଇସିୟୁ ଏବଂ କ୍ୱାରେଂଟାଇନ ସେଣ୍ଟରଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରୁଛନ୍ତି, ଘରୋଇ ପ୍ରତିଷ୍ଠାନ, ବୃହତ ବାଣିଜ୍ୟକ ସଂସ୍ଥା ବନ୍ଦ ରଖାଯାଇଥିବା ବେଳେ ଯାନବାହନ ଚଳାଚଳ ଉପରେ କଟକଣା ସେଠାରେ ଅଘୋଷିତ ଲକଡାଉନ ପରିସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.