ରୁଷ ଅଧୀନକୁ ଗଲା ୟୁକ୍ରେନ୍‌ର ୪ଟି ଅଞ୍ଚଳ

ରୁଷ ଏବଂ ୟୁକ୍ରେନ୍‌ ର ଯୁଦ୍ଧ ୭ ମାସ ବିତି ଯାଇଥିଲେହେଁ ଶେଷ ହବାର ନାଁ ଧରୁନି ଇତି ମଧ୍ୟରେ ଆଜି ରୁଷ ରାଷ୍ଟ୍ରପତି ପୁଟିନ

ଅପରାହ୍ଣ ୩ଟା ବେଳେ ‘ଗ୍ରାଣ୍ଡ୍‌ କ୍ରେମ୍‌ଲିନ୍‌ ପାଲେସ୍‌’ରକ୍ରେମ୍‌ଲିନ୍‌ ମଧ୍ୟରେ ଆୟୋଜନ ହେବକୁ ଥିବା ଉତ୍ସବରେ

ବିଧିବଦ୍ଧଭାବେ ୪ଟି ୟୁକ୍ରେନୀୟ ଅଞ୍ଚଳକୁ ରୁଷ୍‌ ଦଖଲକୁ ନେବେ।ଏଗୁଡିକ ହେଲାଜାପୋରିଝଝିଆ,ଖେର୍‌‌ସନ୍‌,ମଧ୍ୟରେ ଏବଂ ଲହାନ୍‌ସ୍କ

ଏହି୪ଟି ଅଂଚଳରେ ମତଦାନ ହେଇଥିଲା ଏଥିରେ ୯୦ ପ୍ରତିଶତ ଜନତା ରୁଷ୍‌ରେ ସାମିଲ ହେବାକୁ ମତ ଦେଇଥିବା କଥା ମସ୍କୋ କହିଥିଲା।

ଯୁଦ୍ଧର ସପ୍ତମ ମାସରେ ରାଷ୍ଟ୍ରପତି ପୁଟିନ୍‌ ୟୁକ୍ରେନ୍‌ର ଜାପୋରିଝଝିଆ ଏବଂ ଖେର୍‌‌ସନ୍‌ ଅଞ୍ଚଳକୁ ସ୍ବାଧୀନ ବୋଲି ସ୍ବୀକୃତି ଦେଇଥିଲେ।

ଗତ ଫେବ୍ରୁଆରି ମାସରେ ସେ ଦୋନେତସ୍କ ଏବଂ ଲହାନ୍‌ସ୍କ ସ୍ୱାଧୀନ ଅଞ୍ଚଳର ସ୍ବୀକୃତି ପ୍ରଦାନ କରିଥିଲେ

Leave A Reply

Your email address will not be published.