Browsing Category
National
୨୮ରେ ନୂଆ ପାର୍ଲିଆମେଣ୍ଟ ଭବନ ଉଦଘାଟନ : ବୟକଟ କରିବେ ୧୯ ବିରୋଧୀ ଦଳ
ଆସନ୍ତା ୨୮ ତାରିଖରେ ନୂତନ ପାର୍ଲିଆମେଣ୍ଟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏହାକୁ ରାଷ୍ଟ୍ରପତିଙ୍କ ପଦମର୍ଯ୍ଯାଦା ପ୍ରତି ଅବମାନନା ଓ ସମ୍ବିଧାନକୁ ଅସମ୍ମାନ ବୋଲି ଉଲ୍ଲେଖ କରି ପ୍ରତିବାଦ ସ୍ଵରୂପ ଉଦଘାଟନୀ ଉତ୍ସବକୁ ବୟକଟ କରିବେ ୧୯ ବିରୋଧୀ ଦଳ। ବିରୋଧୀ ଦଳ ପକ୍ଷରୁ…
Read More...
Read More...
ଆମ୍ବାଲାରୁ ଚଣ୍ଡିଗଡ଼ ଟ୍ରକରେ ଗଲେ ରାହୁଲ : ବିଜେପି ଘାଏଲ
କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡୋ ଅଭିଯାନରେ ୧୩୬ ଦିନ ପଦଯାତ୍ରା କରି ୧୨ଟି ରାଜ୍ୟ ଦେଇ ୪ହଜାର କିଲୋମିଟରରୁ ଅଧିକ ଅତିକ୍ରମ କରିଥିଲେ ରାହୁଲ ଗାନ୍ଧୀ, ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡୁ ନାହିଁ ବୋଲି ବିଜେପି ଯେତେ ପ୍ରଚାର କଲେ ମଧ୍ୟ ସଦ୍ୟ ସମାପ୍ତ କର୍ଣ୍ଣାଟକ ନିର୍ବାଚନ ଫଳାଫଳ…
Read More...
Read More...
ଶପଥ ନେଲେ ସିଦ୍ଧରମେୟା : ଯୋଗ ଦେଲେନାହିଁ ନବୀନ
ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଧରମେୟା, ତାଙ୍କ ସହିତ ଦଳର ରାଜ୍ୟ ସଭାପତି ଡିକେ ଶିବକୁମାର ଉପମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବେଙ୍ଗାଳୁରୁର କାନ୍ତିରାଭା ଷ୍ଟାଢିୟମରେ ଅନୁଷ୍ଠିତ ଏହି ଭବ୍ଯ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ…
Read More...
Read More...
ଟାର୍ଗେଟରେ ସତ୍ୟପାଲ ମଲ୍ଲିକ : ସିବିଆଇ ଚଢ଼ାଉ ଆରମ୍ଭ
ଜାମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବିରୋଧରେ ସିବିଆଇ ତାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି, ତାଙ୍କର ୩ ସହଯୋଗୀଙ୍କ ଦିଲ୍ଲୀ ଓ ରାଜସ୍ଥାନ ସମେତ ୧୨ଟି ଠିକଣାରେ ଚଢ଼ାଉ ହୋଇଛି। ସେମାନେ ହେଲେ ସତ୍ୟପାଲଙ୍କ ପୂର୍ବତନ ପ୍ରେସ ସଚିବ ସୁନକ ବାଲି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ…
Read More...
Read More...
ଦି କେରଳ ଷ୍ଟୋରି ସିନେମା ଉପରୁ ହଟିଲା ପ୍ରତିବନ୍ଧକ
ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରି’ ସିନେମାର ପ୍ରଦର୍ଶନକୁ ନିଷିଦ୍ଧ କରିଥିଲେ ରାଜ୍ୟ ସରକାର, ଏହାକୁ ନେଇ ରୁଜୁ ହୋଇଥିବା ମାମଲାରେ ରାୟଦେଇ ସର୍ବୋଚ୍ଚ ଅଦାଲତ ଆଜି ସରକାର ଜାରି କରିଥିବା ନିଷେଧାଦେଶକୁ ହଟାଇଦେଇଛନ୍ତି୍। ମୁଖ୍ୟ ବିଚାରପତି କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଯେଉଁ ଆଧାରରେ ଏହା…
Read More...
Read More...
କର୍ଣ୍ଣାଟକ ବିଜୟ ଖୁସିରେ ୨୦୨୪ ନିର୍ବାଚନକୁ ହାଲୁକାରେ ନନେଉ କଂଗ୍ରେସ : ପ୍ରଶାନ୍ତ କିଶୋର
କର୍ଣ୍ଣାଟକରେ ବିଜୟ ପାଇଁ କଂଗ୍ରେସ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର, ଅଭିନନ୍ଦନ ଜଣାଇବା ସହିତ ଗତକାଲି ସେ କଂଗ୍ରେସକୁ ଚେତାଇ ଦେଇ କହିଛନ୍ତି ଯେ କର୍ଣ୍ଣାଟକ ନିର୍ବାଚନ ଜିତିବା ଖୁସିରେ କଂଗ୍ରେସ ଦଳ ୨୦୨୪ ଲୋକସଭା ନିର୍ବାଚନକୁ ସହଜରେ ଜିତିଯାଇ ହେବ ବୋଲି…
Read More...
Read More...
କିରଣ ରିଜଜୁ ଆଉଟ
ଆଇନ ମନ୍ତ୍ରଣାଳୟରୁ ବିଦାହେଲେ କିରଣ ରିଜଜୁ ! ରାଷ୍ଟ୍ରପତି ଭବନରୁ ଆଜି ଜାରି ହୋଇଥିବା ଏକ ସୂଚନାନାମାରୁ ଜଣା ପଡିଛି ଯେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶ୍ରୀ ରିଜଜୁଙ୍କୁ ଆଇନ ମନ୍ତ୍ରଣାଳୟରୁ ଅପସାରଣ କରାଯାଇଛି। ତାଙ୍କ ସ୍ଥାନରେ ସଂସଦୀୟ ବ୍ଯାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ…
Read More...
Read More...
ଆସାମ ପୋଲିସର ଲେଡି ସିଂଘମଙ୍କ ରହସ୍ୟଜନକ ମୃତ୍ୟୁ
ଆସାମରେ ଲେଡି ସିଂଘମ ଭାବେ ଜଣାଶୁଣା ପୋଲିସ ସବ ଇନିସ୍ପେକ୍ଟର ଜୁନମନି ରାଭଙ୍କର ଗତକାଲି ରାତି 07:30 ସମୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ନିଜ କର ଚଳାଇ ପୋଷାକରେ ଯାଉଥିବା ବେଳେ କାଳିଆବୋର ସବଡ଼ିଭିଜନର ଜଖାଲାବନ୍ଧ ଥାନା ଅନ୍ତର୍ଗତ ସାରୁଭୁଗିଆ ଗ୍ରାମ ନିକଟରେ ଏକ କଣ୍ଟେନର ଟ୍ରକ ସହ…
Read More...
Read More...
ସିଦ୍ଧରମେୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀ ହେବେ ଶିବକୁମାର
କର୍ଣ୍ଣାଟକରେ କଂଗ୍ରେସର ବିଧାନସଭା ବିଜୟ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ୪ ଦିନଧରି ଚାଲିଥିବା କସରତର ଅବସାନ ଘଟିଛି, ଆଜି ଦଳୀୟ ରାଜନୈତିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ରାଜ୍ୟରେ କଂଗ୍ରେସ ସରକାରର ନେତୃତ୍ୱ ନେବେ ବୋଲି ଜଣାପଡିଛି।…
Read More...
Read More...
ଆଦାନି-ହିଣ୍ଡେନ୍ବର୍ଗ ମାମଲାର ତଦନ୍ତ ଶିଘ୍ର ସାର : ସୁପ୍ରିମକୋର୍ଟ
ଆଦାନି-ହିଣ୍ଡେନ୍ବର୍ଗ ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହେଉଛି। ନିଜର ନିର୍ଦୋଷତା ସମ୍ପର୍କରେ ଆଦାନି ଗ୍ରୁପ ପକ୍ଷରୁ କୁହାଯାଇଛି କି, କମ୍ପାନୀ ବିରୋଧରେ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ ହେବ ଓ ସତ୍ୟ ସାମ୍ନାକୁ ଆସିବ !
ପୂର୍ବ ଶୁଣାଣିରେ ଆଦାନି-ହିଣ୍ଡେନ୍ବର୍ଗ ମାମଲାର…
Read More...
Read More...